ଭଡ଼ା ଘରେ ସେକ୍ସ ରାକେଟ୍‌, କିଙ୍କପିନ୍‌ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଓମବିହାରରେ ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ କାରବାର। କୌଣସି ସୂତ୍ରରୁ ଖବର ପାଇ ଗୋସାଇଁନୂଆଗାଁ ଥାନା ପୋଲିସ ଚଢ଼ାଉ କରି କିଙ୍କପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାଛଡ଼ା ଜଣେ ଦେହଜୀବୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ସେ ପଶ୍ଚିମବଙ୍ଗରର ବୋଲି ଜଣାପଡ଼ିଛି। ଏହି ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ … Continue reading ଭଡ଼ା ଘରେ ସେକ୍ସ ରାକେଟ୍‌, କିଙ୍କପିନ୍‌ ଗିରଫ